ଥାଇଲାଣ୍ଡରେ ଫସିଛନ୍ତି 5 ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ ବାର୍ତ୍ତାରେ କଲେ ଆକୁଳ ନିବେଦନ
2026-06-05 1 Dailymotion
ଘରେ କାହାର ରୋଗୀଣା ପତ୍ନୀ ଅପେକ୍ଷା କରିଛନ୍ତି । ଶୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ କାହାକୁ ପରିବାର ଲୋକେ ଚାହିଁ ବସିଛନ୍ତି । ହେଲେ ଫେରିବାର ବାଟ ନାହିଁ ।<br />ରିପୋର୍ଟ-ରାଧାକାନ୍ତ ମହାନ୍ତି