ଜଗତସିଂହପୁର ପୋଲିସର ଭଲ ପଦକ୍ଷେପ । 50ରୁ ଅଧିକ ଚୋରି ଫୋନକୁ ପ୍ରକୃତ ମାଲିକଙ୍କୁ ଫେରାଇଲା ଜିଲ୍ଲା ପୋଲିସ । ରିପୋର୍ଟ: ସୁଶାନ୍ତ କୁମାର ପାତ୍ର