ବିଶୁଦ୍ଧ ପାନୀୟ ଜଳ ଯୋଗାଣ; 6ଟି ଗାଁରେ ପହଞ୍ଚିଛି, ଅପେକ୍ଷାରେ 97ଟି ଗ୍ରାମ, ବିଳମ୍ବ ପାଇଁ ମୁମ୍ବାଇ ଠିକା ସଂସ୍ଥା ଉପରେ 25ଲକ୍ଷ ଜୋରିମାନା
2026-06-01 5 Dailymotion
ଦୀର୍ଘ 6 ବର୍ଷ ଧରି ପ୍ରକଳ୍ପ ନିର୍ମାଣ ଚାଲିଛି । ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ପ୍ରକଳ୍ପ କାମ ସରିପାରୁନାହିଁ । ରିପୋର୍ଟ- ହରିହର ପଟ୍ଟନାୟକ