Surprise Me!

ପୁରୀ ରଥଖଳା ଚଳଚଞ୍ଚଳ: ରଥ ଚକ ପାଇଁ ତୁମ୍ବ କାର୍ଯ୍ୟ ଆରମ୍ଭ, 3 ରଥରେ ଲାଗିବ 42 ତୁମ୍ବ

2026-04-21 4 Dailymotion

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ। ନନ୍ଦିଘୋଷ, ତାଳଧ୍ବଜ ଏବଂ ଦର୍ପଦଳନ ରଥର ମୁଖ୍ୟ ମହାରଣାମାନଙ୍କ ଉପସ୍ଥିତିରେ ତୁମ୍ବ କାର୍ଯ୍ୟ ଚାଲିଛି । ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର

Buy Now on CodeCanyon