ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନାକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ସ୍ୱରୂପ BMC ହିନ୍ଦୁସ୍ତାନ କୋକା-କୋଲା ସହିତ ସହଭାଗୀତାରେ ଏକ PET ବୋତଲ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ରିପୋର୍ଟ: ଦେବସ୍ମିତା ରାଉତ