ଦିନେ ରୋଜଗାର ଥିଲା ୧୦ ଟଙ୍କା, ଆଜି ମାସକୁ ଦଶ ହଜାର..ସଶକ୍ତୀକରଣର ବାର୍ତ୍ତା ବାଣ୍ଟିଲେ ଆଦିବାସୀ ମହିଳା
2026-06-11 57 Dailymotion
ରୋଜଗାର ଯେ ଆତ୍ମସମ୍ମାନ ବଢାଇ ଦିଏ, ମନରେ ଏମିତି ଆତ୍ମବିଶ୍ୱାସ ଭରିଦିଏ..ନୀଳଗିରି ଅଞ୍ଚଳର ଏହି ଆଦିବାସୀ ମହିଳାମାନେ ଆଜି ଅନୁଭବ କରୁଛନ୍ତି । <br />ରିପୋର୍ଟ-ଜୀବନ ଜ୍ୟୋତି ନାୟକ