ବିଷାକ୍ତ ସାପ ସହ ଲଢ଼ିଲା, ୩୦ ପିଲାଙ୍କ ଜୀବନ ବଞ୍ଚାଇ ନିଜ ଜୀବନ ହାରିଲା: ସମ୍ମାନର ସହ 'କାଳି'କୁ ବିଦାୟ ଦେଲେ ଅଞ୍ଚଳବାସୀ
2026-04-24 2,182 Dailymotion
ବିଦ୍ୟାଳୟ ପରିସରରେ ପିଲାମାନେ ଖେଳୁଥିବା ବେଳେ ବିଷାକ୍ତ ସାପଟି ସେଠାକୁ ଚାଲି ଆସିଥିଲା । ହେଲେ 'କାଳି' ଆସନ୍ନ ବିପଦକୁ ଅନୁଭବ କରି ସାପ ଉପରେ ମାଡ଼ି ବସିଥିଲା । ରିପୋର୍ଟ- ସଞ୍ଜୟ ପରିଡ଼ା