Surprise Me!

ବୈଷୟିକ କ୍ଷେତ୍ରରେ ବଢୁଛି ଝିଅଙ୍କ ଆଗ୍ରହ; ଭାଙ୍ଗୁଛି ପୁରୁଣା ଧାରଣା, ସ୍ୱାବଲମ୍ବୀ ହେଉଛନ୍ତି ମହିଳା

2026-04-26 1 Dailymotion

ବୈଷୟିକ କ୍ଷେତ୍ରରେ ମହିଳାମାନଙ୍କର ପ୍ରବେଶ କେବଳ ସଂଖ୍ୟା ନୁହେଁ, ଏକ ସାମାଜିକ ପରିବର୍ତ୍ତନର ସୂଚନା । ଆଗାମୀ ଦିନରେ ରାଜ୍ୟ ବିକାଶରେ ମହିଳା ଇଞ୍ଜିନିୟରମାନେ ବଡ଼ ଭୂମିକା ନେବେ ।<br />ରିପୋର୍ଟ-ବିକାଶ କୁମାର ଦାସ

Buy Now on CodeCanyon