Exclusive: କାହିଁକି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ କବଳିତ କରୁଛି ମଧୁମେହ ? ଡାକ୍ତର ଅନଙ୍ଗ ଦ୍ବିବେଦୀଙ୍କ ସହ ସାକ୍ଷାତକାର
2026-04-27 0 Dailymotion
ମଧୁମେହ ରୋଗ ଥରେ ହେଲେ ସାରା ଜୀବନ ସଚେତନ ରହିବାକୁ ପଡେ । ରୋଗକୁ ଅଣଦେଖା କଲେ ବିପଦ ବଢିବାରେ । ବରିଷ୍ଠ ଚିକିତ୍ସକ ଡାକ୍ତର ଅନଙ୍ଗ ଦ୍ବିବେଦୀଙ୍କ ନାରାୟଣ ସାହୁଙ୍କ ସାକ୍ଷାତକାର ।