ଜଙ୍ଗଲ ନିଆଁ ରୋକିବା ପାଇଁ ଆଧୁନିକ ଜ୍ଞାନକୌଶଳ; ପାହାଡ଼ ନିଆଁକୁ ନିୟନ୍ତ୍ରଣ କିରବେ ମଟର ସାଇକେଲ ମାଉଣ୍ଟେଡ୍' ଟିମ୍
2026-04-27 4 Dailymotion
ସେମାନେ ଏକ ଫାୟାର ଲାଇନ ତିଆରି କରିବେ । ଯଦ୍ୱାରା ନିଆଁ ବ୍ୟାପିବ ନାହିଁ । ପ୍ରଥମେ ନିଆଁକୁ ନିୟନ୍ତ୍ରଣ କରିବା ପରେ ଏହାକୁ ଲିଭାଇବାକୁ ଚେଷ୍ଟା କରିବେ । <br />ରିପୋର୍ଟ-ବିକାଶ କୁମାର ଦାସ