ଟଙ୍କା ପାଇଁ ଶବ ବ୍ୟାଙ୍କ ଆଣିବା ଘଟଣା; ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କଥା କହିଲେ ମନ୍ତ୍ରୀ, ବିଜେଡି ଗଠନ କଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
2026-04-28 8 Dailymotion
ବିଜେଡି ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ହୋଇଥିବାବେଳେ ଆସନ୍ତାକାଲି ଦଳର ସଭାପତିଙ୍କୁ ରିପୋର୍ଟ ଦେବ ଏହି ଟିମ୍ । ରିପୋର୍ଟ- ଭବାନୀ ଶଙ୍କର ଦାସ