ମୋରଡ଼଼ା ଥାନାରେ ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଘଟଣା, ପୂର୍ବାଞ୍ଚଳ ଆଇଜିଙ୍କୁ ଭେଟିଲା BJD ଟିମ୍, IICଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି
2026-06-04 11 Dailymotion
ମୋରଡା ଥାନାରେ ନାବାଳିକାକୁ ଧମକ ଦେଇ ଚେତାଶୂନ୍ୟ କରିବା ଘଟଣା, ଥାନାଧିକାରୀ ବଦଳି ଦାବିରେ ପୂର୍ବାଞ୍ଚଳ ଆଇଜିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ । ରିପୋର୍ଟ: ସଞ୍ଜୟ ପରିଡ଼ା