କଳାହାଣ୍ଡି ଆଟିଗାଁ ପଞ୍ଚାୟତରେ କାର୍ଯ୍ୟରତ ADEO ଦେବେନ୍ଦ୍ର ସାହୁ ଭିଜିଲାନ୍ସ ଜାଲରେ ପଡିଥିଲେ । ପୂର୍ବରୁ ବି ତାଙ୍କ ନାଁରେ ରହିଛି ଅଭିଯୋଗ ।