Surprise Me!

କୋଟିଆ ପାଇଁ ଭଣ୍ଡାର ଖୋଲା; କୋଟିଆ ଅଞ୍ଚଳରେ ଶୀଘ୍ର ଖୋଲିବ ଯୁକ୍ତ ତିନି କଲେଜ: ରାଜସ୍ୱ ମନ୍ତ୍ରୀ

2026-05-06 1 Dailymotion

କୋଟିଆରେ ଅନେକ ବିକାଶ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଦୁଇ ମନ୍ତ୍ରୀ । କୋଟିଆବାସୀ ସବୁବେଳେ ଆମ ସହ ରହିଥିବା କହିଲେ ମନ୍ତ୍ରୀ ସୁରେଶ ପୂଜାରୀ । ରିପୋର୍ଟ- ଭବାନୀ ଶଙ୍କର ଦାସ

Buy Now on CodeCanyon