ପୁଣି ବିବାଦରେ ଡେଲାଙ୍ଗ ପୋଲିସ; ଗୋଚାଲାଣ ଅଭିଯୋଗରେ ୫ ଗୋପାଳକ ଗିରଫ, ବଢୁଛି ଜନଅସନ୍ତୋଷ
2026-05-15 9 Dailymotion
ଗୋପାଳକ ଗାଈଗୋରୁଙ୍କୁ ଧରି ଖୋର୍ଦ୍ଧା ଜିଲ୍ଲା ପରଙ୍ଗ ଅଞ୍ଚଳକୁ ଯାଉଥିଲେ। ଏହି ସମୟରେ ଗୋ-ସୁରକ୍ଷାକାରୀଙ୍କ ଅଭିଯୋଗକୁ ଆଧାର କରି ଡେଲାଙ୍ଗ ପୋଲିସ ସେମାନଙ୍କୁ ଅଟକ ରଖିଥିଲା।<br />ରିପୋର୍ଟ-ବିରଞ୍ଜନ ମଲ୍ଲିକ