Surprise Me!

କୃପାସିନ୍ଧୁପୁର ଗାଁରେ ଉତ୍କଟ ପାନୀୟ ଜଳ ସଙ୍କଟ, ଗୋଟିଏ କୂଅ ଉପରେ ଗ୍ରାମବାସୀଙ୍କ ଭରସା

2026-05-30 108 Dailymotion

ପିଇବା ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ଲୋକେ । କୁକୁଡ଼ାଖଣ୍ଡି ବ୍ଳକ କୃପାସିନ୍ଧୁପୁର ଗାଁରେ ବିପର୍ଯ୍ୟସ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ଗ୍ରାଉଣ୍ଡ ରିପୋର୍ଟ- ସମୀର କୁମାର ଆଚାର୍ଯ୍ୟ

Buy Now on CodeCanyon