ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରୁ ଫେରି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ।ବୁଧବାର ଅର୍ଥାତ ୧୦ ତାରଖରେ ଶଙ୍ଖ ଭବନରେ BJDର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ରିପୋର୍ଟ: ଭବାନୀ ଶଙ୍କର ଦାସ