ବିଜେପି ପାର୍ଟି ଅଫିସରେ ବଡ଼ ବୈଠକ: ପଞ୍ଚାୟତ, ଶକ୍ତିକେନ୍ଦ୍ର ଏବଂ ବୁଥ ସ୍ତରୀୟ ସଂଗଠନ ନେଇ ଆଲୋଚନା
2026-07-15 2 Dailymotion
ମୁଖ୍ୟମନ୍ତ୍ରୀଙ୍କ ସହ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ଵଂଶଲ, ତରୁଣ ଚୁଗ୍ ଏବଂ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ବୈଠକରେ ଉପସ୍ଥିତ ଥିଲେ । ରିପୋର୍ଟ- ମନୋରଞ୍ଜନ ଶଙ୍ଖୁଆ