Surprise Me!

ନୟାଗଡ଼ ସୋଲପଟା ସେବା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି, ଚାଷୀଙ୍କ ଅଜାଣତରେ ଟଙ୍କା ଉଠାଣ ଅଭିଯୋଗ

2026-06-13 4 Dailymotion

ଚାଷୀଙ୍କ ଅଜାଣତରେ ଜାଲ ଦସ୍ତଖତ କରି ସଞ୍ଚୟ ଜମାଖାତାରୁ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ରିପୋର୍ଟ ବିଶ୍ବ ଭୂଷଣ ମହାପାତ୍ର

Buy Now on CodeCanyon