ଶରଣକୁଳ ଥାନାବାବୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା; ହେଡକ୍ୱାର୍ଟରକୁ ବଦଳି ହେଲେ ଆଇଆଇସି
2026-06-18 7 Dailymotion
ଅଡୁଆରେ ପଡିଲେ ନୟାଗଡ ଶରଣକୁଳ ଥାନା ବାବୁ । ମହିଳାଙ୍କ ଅଭିଯୋଗ କ୍ରମେ ଥାନା ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଏସପି । <br />ରିପୋର୍ଟ-ବିଶ୍ୱଭୂଷଣ ମହାପାତ୍ର