ମରିଗଲା ମାନବିକତା ! ପିଲା ଚୋର ସନ୍ଦେହରେ ବାହାର ରାଜ୍ୟର ଯୁବତୀ-ଯୁବକଙ୍କୁ ଆକ୍ରମଣ, 16 ଗିରଫ
2026-06-19 11 Dailymotion
ପୁଣି ସାରା ରାଜ୍ୟରେ ଚାଞ୍ଚଲ୍ୟ । କଲ୍ୟାଣସିଂହପୁରରେ ଲୋମହର୍ଷଣକାରୀ କାଣ୍ଡ । ସନ୍ଦେହରେ ଦୁଇ ଜଣଙ୍କୁ ଭୟଙ୍କର ଭିଡ଼ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ- ରଞ୍ଜନ ରଥ