ପ୍ରଫେସର ମୃତ୍ୟୁଞ୍ଜୟ ଜେନାଙ୍କର ୭୦ରୁ ଅଧିକ ଗବେଷଣାତ୍ମକ ତଥ୍ୟ ଆନ୍ତର୍ଜାତୀୟ ସ୍ତରୀୟ ଗବେଷଣାଗତ ସନ୍ଦର୍ଭରେ ପ୍ରକାଶ ପାଇଛି। ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ତାଙ୍କ ନାମ ପଞ୍ଚମ ସ୍ଥାନରେ ରହିଛି।ରିପୋର୍ଟ- ସମୀର ରଞ୍ଜନ ଆଚାର୍ଯ୍ୟ