ସମ୍ବଲପୁରରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମ ନିରାକରଣ ଓ ସଚେତନତା କର୍ମଶାଳାରେ 'ଶିଶୁ ଶ୍ରମ ମୁକ୍ତ ଓଡ଼ିଶା ଅଭିଯାନ'କୁ ସଫଳ କରିବାକୁ ଅହ୍ବାନ ଦେଇଛନ୍ତି OSCPCR ଅଧ୍ୟକ୍ଷା ବବିତା ପାତ୍ର ।ରିପୋର୍ଟ:ବାଦଶାହା ଜୁସ୍ମନ ରାଣା