ସିନେମା ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଜୁନ ୨୫ ରୁ ୨୮ତାରିଖ ପର୍ଯ୍ୟନ୍ତ ହେବ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍-୨୦୨୬' । 10ଟି ଭାଷାର 20ଟି ସିନେମା ହେବ ପ୍ରଦର୍ଶିତ ।