ରଥଯାତ୍ରା ପୂର୍ବରୁ ମକଡ୍ରିଲ, ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ରଙ୍କ ସମୀକ୍ଷା
2026-06-26 2 Dailymotion
ରଥଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ପୁରୀ ଗସ୍ତରେ ଆସି ସ୍ୱତନ୍ତ୍ର ସର୍କିଟ୍ ହାଉସ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ରିପୋର୍ଟ ଶକ୍ତି ପ୍ରସାଦ ମିଶ୍ର