ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋରେଇରେ ଶକ୍ତିଶାଳୀ ହେଉଛି BJP, ଶଙ୍ଖ ଛାଡି ପଦ୍ମ ଧରିଲେ ହଜାର ହଜାର କର୍ମୀ
2026-07-02 4 Dailymotion
ବିଜେପିର ମହାମିଶ୍ରଣ ପର୍ବ, ହଜାର ହଜାର କର୍ମୀ ବିଜେପିରେ ସାମିଲ ହୋଇଛନ୍ତି, କୋରେଇ ବିଧାୟକ ଆକାଶ ଦାସନାୟକ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ପାର୍ଟିକୁ ସ୍ୱାଗତ କରିଛନ୍ତି । ରିପୋର୍ଟ: ଜ୍ଞାନରଞ୍ଜନ ଓଝା