Surprise Me!

ସାଇବର ଅପରାଧ ରୋକିବା ପାଇଁ ଓଡ଼ିଶା ପୋଲିସ ନେଲା ବଡ଼ ପଦକ୍ଷେପ; ଆରମ୍ଭ ହେଲା ଇ-ଜିରୋ ଏଫଆଇଆର

2026-07-08 1 Dailymotion

ସାଇବର ଠକେଇ ଘଟଣା ବଢ଼ୁଥିବାରୁ ଅଭିଯୋଗ ପଞ୍ଜୀକରଣକୁ ଅଧିକ ଦ୍ରୁତ ଓ ପ୍ରଭାବଶାଳୀ କରିବା, ଠକେଇ ଅର୍ଥ ଉଦ୍ଧାରର ସମ୍ଭାବନା ବଢ଼ାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। <br />ରିପୋର୍ଟ-ନାରାୟଣ ସାହୁ

Buy Now on CodeCanyon