Surprise Me!

କଟକରେ ଦୁର୍ବଳ ହେଉଛି ବିଜେଡି ! ଦଳ ଛାଡି ଥିବା ନେତାଙ୍କ ବିକଳ୍ପ କିଏ ?

2026-07-14 0 Dailymotion

ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ଛାଡି ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ, ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ପରେ ବାଙ୍କୀ ଅବସ୍ଥା ଜଟିଳ ।ଚୌଦ୍ୱାର, ବାରବାଟୀରେ ବି ସମାନ ସ୍ଥିତି।<br />ରିପୋର୍ଟ-ନାରାୟଣ ସାହୁ

Buy Now on CodeCanyon