ଭକ୍ତି ଆଗରେ ହାର ମାନିଲା ମିସାଇଲ ଭୟ; ବାହାରିନରେ ଧୂମଧାମରେ ପାଳିତ ହେଲା ମହାପ୍ରଭୁଙ୍କ ରଥଯାତ୍ରା
2026-07-17 4 Dailymotion
ବାହାରିନ ଉପରେ ଲଗାତାର ଭାବେ ମିସାଇଲ ଆକ୍ରମଣ ଜାରି ରଖିଛି ଇରାନ । ତଥାପି ଶ୍ରୀଜଗନ୍ନାଥଙ୍କ ରଥ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କର ବିଶାଳ ସମାବେଶ ଦେଖିବାକୁ ମିଳିଥିଲା ।<br />ରିପୋର୍ଟ-ଭବାନୀ ଶଙ୍କର ଦାସ