Surprise Me!

ରଥଯାତ୍ରା ଦଳାଚକଟା ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛି ବିଜେପି ସରକାର, ମହାପ୍ରଭୁଙ୍କ ଆଳରେ ଖସି ଯିବାକୁ ଚାହୁଁଛି-ବିରୋଧୀ

2026-07-20 3 Dailymotion

ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିବା ପରେ ରଥଯାତ୍ରା ପରିଚାଳନାରେ ସରକାର ବିଫଳ ହୋଇଥିବା ସ୍ପଷ୍ଟ ହୋଇଛି । ଅଭିଯୋଗ ଆଣିଛନ୍ତି ବିରୋଧୀ ବିଜେଡି-କଂଗ୍ରେସ। <br />ରିପୋର୍ଟ-ସଞ୍ଜୀବ କୁମାର ରାୟ, ଭବାନୀ ଶଙ୍କର ଦାସ

Buy Now on CodeCanyon