ରଙ୍ଗୀନ ମାଛ ଚାଷ କରିବ ଲକ୍ଷପତି ? ମାର୍କେଟ ଡିମାଣ୍ଡ ପୂରଣ କରିବ ଦେଶୀ ମାଛ, ସରକାରଙ୍କ ଫୋକସରେ ଅଧିକ ଉତ୍ପାଦନ
2025-09-14 23 Dailymotion
ରାଜ୍ୟରେ ରଙ୍ଗୀନ ମାଛର ଡିମାଣ୍ଡ ରହିଛି । କୋଲକାତାରୁ ଅଧିକ ରଙ୍ଗୀନ ମାଛ ଆମଦାନୀ ହେଉଥିବାବେଳେ ଆଗକୁ ଓଡିଶାରେ ପର୍ଯ୍ୟାପ୍ତ ଉତ୍ପାଦନ ଟାର୍ଗେଟ ରଖିଛନ୍ତି ସରକାର ।