କଳାହାଣ୍ଡିରେ ଚାଷୀମାନେ ସୂର୍ଯ୍ୟମୁଖୀ ଚାଷ ଦିଗରେ ଆକୃଷ୍ଟ ହେଉଛନ୍ତି, ପର୍ଯ୍ୟାପ୍ତ ଜଳ ଯୋଗାଣ ସୁବିଧା ନଥିବାରୁ ଫସଲର ବୃଦ୍ଧି ବାଧାପ୍ରାପ୍ତ ହେଉଛି । ରିପୋର୍ଟ:ଅଜିତ କୁମାର ସିଂହ