ରାଜ୍ୟରେ ୧୭ ବିଶ୍ୱବିଦ୍ୟାଳୟରୁ ୧୪ରେ ନାହାନ୍ତି ସ୍ଥାୟୀ କୁଳପତି । ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ବିଜେଡିର ଚେତାବନୀ । ରିପୋର୍ଟ: ଭବାନୀ ଶଙ୍କର ଦାସ