ସୋସିଆଲ ମିଡିଆରୁ ବନ୍ଧୁତା, ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ୍ କରୁଥିଲେ: ଯୁବକକୁ ବାନ୍ଧିଲା ପୋଲିସ
2026-05-31 1 Dailymotion
ସୋସିଆଲ ମିଡ଼ିଆରୁ ଠିକଣା ନେଇ ଯୁବକ, ସୁନ୍ଦରୀ ଯୁବତୀଙ୍କୁ ଟାର୍ଗେଟ କରିବା ସହିତ ଅଶ୍ଲୀଳ ଫଟୋ ତିଆରି କରି ବ୍ଲାକମେଲ କରୁଥିଲେ । ଅଭିଯୁକ୍ତ କଟକରୁ ଗିରଫ । ରିପୋର୍ଟ: ସୁଶାନ୍ତ କୁମାର ପାତ୍ର