ଆଦର୍ଶ ଗାଁରେ ପାନୀୟ ଜଳ ଅପହଞ୍ଚ ! କେନ୍ଦ୍ରାପଡ଼ା 'ରାଏତୁଣ୍ଡି'ର 700 ଲୋକଙ୍କ ଶୋଷ ମେଣ୍ଟାଉଛି ଏକମାତ୍ର ନଳକୂପ
2026-04-27 2 Dailymotion
2023ରେ କେନ୍ଦ୍ରୀୟ ଯୋଜନାରେ 'ରାଏତୁଣ୍ଡି' ପାଇଥିଲା ଆଦର୍ଶ ଗାଁ ମାନ୍ୟତା । ଗାଁର ୧୬୮ ପରିବାର ପାଇଁ ରହିଛି ଗୋଟିଏ ନଳକୂପ, ଯେଉଁଥିରୁ ଲୌହଯୁକ୍ତ ପାଣି ବାହାରୁଛି । ସ୍ପେଶାଲ ଷ୍ଟୋରୀ: ରାଧାକାନ୍ତ ମହାନ୍ତି