ପାନୀୟ ଜଳ ଅଭାବରୁ ସମସ୍ୟା ଭୋଗୁଛନ୍ତି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ନରସିଂହସିଲା ଗାଁର 500ରୁ ଅଧିକ ଲୋକ । ସ୍ପେଶାଲ ରିପୋର୍ଟ: ଜୀବନଜ୍ୟୋତି ନାୟକ