Surprise Me!

'ଧାନ ବିକ୍ରି ପାଇଁ ମିଳିନି ଟୋକନ' , ମାସେ ହେଲା ଆନ୍ଦୋଳନରେ କଳାହାଣ୍ଡି ଜିଲ୍ଲାର ୧୫ ହଜାର ଚାଷୀ

2026-06-05 0 Dailymotion

ପ୍ରଥମ ପର୍ଯ୍ୟାୟରେ ୮,୮୫୨ ଜଣ ଚାଷୀଙ୍କ ପାଇଁ ଟୋକନ ଆସିସାରିଛି ବୋଲି ଧର୍ମଗଡ଼ ବିଧାୟକ କହିଛନ୍ତି l ଯାହାକୁ ଖଣ୍ଡନ କରିଛନ୍ତି ଆନ୍ଦୋଳନରତ ଚାଷୀ ଏବଂ ବିରୋଧୀ ଦଳ। ରିପୋର୍ଟ: ଅଜିତ କୁମାର ସିଂ

Buy Now on CodeCanyon