କ୍ଷତିପୂରଣ ଦାବିରେ କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ଠାରେ ଫ୍ଲାଏ ଓଭର ଜମି ଅଧିଗ୍ରହଣକୁ ବିରୋଧ । ଜାତୀୟ ରାଜପଥ ଅବରୋଧ ଯୋଗୁଁ ଅଟକିଲା ଗାଡ଼ି ମଟର । ରିପୋର୍ଟ: ଅଜିତ ସିଂ